୧୫ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

୧୫ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏବେ ବି ଟିକେଟ୍ କସରତ କରୁଛି କଂଗ୍ରେସ । ବାକି ଥିବା ଟିକେଟ୍ ପାଇଁ ଦିଲ୍ଲୀ ଯାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିପାରେ ବୋଲି ସୂଚନା ମିଳିଛି । ଶନିବାର ସ୍କ୍ରିନିଂ କମିଟି ବୈଠକ ଓ ରବିବାର ସିଇସି ବୈଠକ ଥିବାବେଳେ ବୈଠକରେ ଚୂଡାନ୍ତ ପରେ ଏକାଧିକ ପ୍ରାର୍ଥୀ ତାଲିକା ଆସିପାରେ । ଏହା ସହ ଶରତ ପଟ୍ଟନାୟକ କହିଛନ୍ତି ସବୁ ସ୍ଥାନରେ କଂଗ୍ରେସ ଟକ୍କର ଦେଲାଭଳି ପ୍ରାର୍ଥୀ ଦେଉଛି । ଯାହା ଦ୍ୱାରା ଦଳକୁ ଫାଇଦା ମିଳିବ । ଓଡ଼ିଶାବାସୀ ପରିବର୍ତନ ଚାହୁଛନ୍ତି । ଏଥର ୯ରୁ ୯୦ ମିଶନ ସଫଳ ହେବ ବୋଲି ସେ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *