୧୮ଲକ୍ଷ ଖାଇଗଲା ଉଈ

୧୮ଲକ୍ଷ ଖାଇଗଲା ଉଈ

ସମସ୍ତ ବାପାମାଆ ଝିଅର ବାହାଘର ପାଇଁ ଧନରତ୍ନ ଯମା କରି ରଖନ୍ତି । ଏମିତି ଜଣେ ପରିବାର ଝିଅ ବାହାଘର ପାଇଁ ବ୍ୟାଙ୍କ ଲକରରେ ଟଙ୍କା ରଖିଥିଲେ କିନ୍ତୁ ଟଙ୍କାକୁ ଖାଇଗଲା ଉଈ । ଏହି ଆଶ୍ଚର୍ଯ୍ୟ ଘଟଣା ଘଟିଛି ଉତ୍ତରପ୍ରଦେଶ ମୁରାଦାବାଦର । ଅଲଗାର ପାଠକ ନାମକ ଜଣେ ମହିଳା ଅକ୍ଟୋବର ୨୦୨୨ରେ ୧୮ଲକ୍ଷ ଟଙ୍କା ସହ ସୁନାଗହଣା ଏକ ବ୍ୟାଙ୍କ ଲକରରେ ରଖିଥିଲେ । ଏବେ ଯେତେବେଳେ ଅଲଗାର କେଓାଇସି ଭେରିଫିକେସନ ଓ ।ନୁଆଲ ମେଣ୍ଟନାସ ପାଇଁ ଲକର ଖୋଲିବାରୁ ଜାଣିବାକୁ ପାଇଲେ ତାଙ୍କ ଟଙ୍କାକୁ ଉଇ ପୁରା ନଷ୍ଟ କରିଦେଇଛି । ଅଲଗାର ଜଣେ କ୍ଷୁଦ୍ର ବ୍ୟବସାୟି ପାଠପଢାଇ ସେ ବହୁ କଷ୍ଟରେ ଏହି ଅର୍ଥ ସଂଚିତ କରି ରଖିଥିଲେ । ଏହି ଘଟଣାକୁ ନେଇ ବ୍ୟାଙ୍କ କର୍ମଚାରୀ ତଦନ୍ତ ଆରମ୍ଭ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *