୨୦୨୩ ଗୁଗୁଲ ସର୍ଚ୍ଚ ତାଲିକାରେ ଶୀର୍ଷରେ ଭାରତୀୟ ଅଭିନେତ୍ରୀ

୨୦୨୩ ଗୁଗୁଲ ସର୍ଚ୍ଚ ତାଲିକାରେ ଶୀର୍ଷରେ ଭାରତୀୟ ଅଭିନେତ୍ରୀ

ଗୁଗୁଲ୍ ଏହାର ୨୦୨୩ ସର୍ଚ୍ଚ ତାଲିକା ରିଲିଜ୍ କରିଛି। ଏହା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିଶ୍ୱର ସମସ୍ତ ଟପ୍ ସର୍ଚ୍ଚ ଟ୍ରେଣ୍ଡର ବିବରଣୀ ପ୍ରଦାନ କରେ। ଏଥିରେ ରହିଛି ସବୁଠାରୁ ଅଧିକ ଖୋଜାଯାଇଥିବା ଅଭିନେତା, ଚଳଚ୍ଚିତ୍ର, ସମ୍ବାଦ ଇଭେଣ୍ଟ, କ୍ରୀଡା ଇଭେଣ୍ଟ, ଏବଂ ଅନ୍ୟାନ୍ୟ ସାଇଟ୍।
ବିଶ୍ୱସ୍ତରରେ ୨୦୨୩ରେ ଅଧିକ ଖୋଜା ଯାଇଥିବା ଅଭିନେତାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି ଜେରେମି ରେନର। ତାଙ୍କ ପରେ ଡାନି ମାଷ୍ଟରସନ, ପେଡ୍ରୋ ପାସ୍କାଲ୍ ଏବଂ ବ୍ରାଣ୍ଡେନ୍ ଫ୍ରେଜର ମଧ୍ୟ ଅନ୍ତର୍ଭୁକ୍ତ। କେବଳ ଦୁଇଜଣ ଅଭିନେତ୍ରୀ ଶ୍ରେଷ୍ଠ ୧୦ରେ ଅଛନ୍ତି – ଜେନ୍ନା ଓରଟେଗା ଏବଂ କିଆରା ଆଡ୍ଭାନି। କିଆରା ମାର୍ଗୋଟ୍ ରୋବି, ଗାଲ୍ ଗଡୋଟ୍ଙ୍କ ପରି ଅନେକ ବଡ ବଡ ହସ୍ତୀଙ୍କୁ ପଛରେ ପକେଇ ଦୁନିଆର ସବୁଠାରୁ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ହୋଇଛନ୍ତି। ତାଙ୍କର ଲୋକପ୍ରିୟତା ଏବେ କେବଳ ଭାରତରେ ସୀମିତ ନୁହେଁ। କିଆରା ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ଏକ ଆଇକନ ହୋଇଯାଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *