ଗସ୍ତର ଦ୍ବିତୀୟ ଦିନରେ MKCG ମେଡିକାଲ ଗଲେ
ମେଡିକାଲର କ୍ୟାନସର ହସ୍ପିଟାଲ ବୁଲି ଦେଖିଥିଲେ
୨.୮୭ ଏକର ଜମିରେ ହେଉଛି କ୍ୟାନସର ହସ୍ପିଟାଲ
ମେଡିକାଲରେ ୫ ପ୍ରକାରର ଖେଳର ଉନ୍ନତିକରଣ ଓ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ହଲ ପାଇଁ ପ୍ରତିଶ୍ରୁତି ଦେଲେ
ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ ଭିକେ ପାଣ୍ଡିଆନ ।