୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ

୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ

୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ । ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ । ନିଲମ୍ବନ ହଟିବା ନେଇ ଘୋଷଣା କଲେ ପ୍ରଭାରୀ ଅଜୟ କୁମାର । ୨୦୨୩ ଜୁଲାଇ ୧୫ରେ ମୋକିମ ଓ ଚିରଞ୍ଜିବ ନିଲମ୍ବିତ ହୋଇଥିଲେ । ୨୦୧୯ ଜାନୁଆରୀ ୧୯ରେ ନିଲମ୍ବିତ ହୋଇଥିଲେ କୃଷ୍ଣ ସଗରିଆ ।

author

Related Articles

Leave a Reply

Your email address will not be published. Required fields are marked *