୩ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ

୩ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର:

ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ପାଖରେ ମଧ୍ୟ ଅନେକ ଚାଲେଞ୍ଜ ରହିଛି | ଶିକ୍ଷା ଉପରେ ବର୍ତ୍ତମାନ ଫୋକସ କରାଯାଇଛି | ଯେଉଁଭଳି ଭାବରେ ସ୍କୁଲ ରୂପାନ୍ତରିତ କଥା କହିବା ଏବଂ ମାଟ୍ରିକରେ ବର୍ତ୍ତମାନ ଯେଉଁ ରେଜଲ୍ଟକୁ ଭିର୍ତ୍ତିକରି ଏବଂ ଆଗାମୀ ଦିନରେ ଯେଉଁ ପରିବର୍ତ୍ତନର ଯୋଜନା ରହିଛି ତାକୁ ମଧ୍ୟ ଗୋଟେ ବଡ ଦାୟିତ୍ୱ ରହିବ | ଏହା ସହିତ ଅର୍ଥ ବିଭାଗର ଦାୟିତ୍ୱ ବିକ୍ରମ କେଶରୀ ଆରୁଖଙ୍କୁ ଦିଆଯାଇଛି | ସେ ମଧ୍ୟ ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ଥ ବିଭାଗର ଦାୟିତ୍ୱ ଦିଆଯାଇଛି | ଏହା ସହିତ ସାରଦା ନାୟକଙ୍କୁ ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ୩ କ୍ୟାବିନେଟ ମନ୍ତ୍ରୀ ନୂଆ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିଛି ବିଭାଗ ମିଳିଛି |

ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି | ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ବିକ୍ରମ କେଶରୀ ଆରୁଖ ଓ ସୁଦାମ ମାର୍ଣ୍ଡି ଯେ କି ୧୧ ମାସ ପରେ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି | ତାଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି | ଏବଂ ସାରଦା ନାୟକ କିଛି ବର୍ଷର ବ୍ୟବଧାନ ପରେ ପୁଣି ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ସାରଦା ନାୟକ ତାଙ୍କୁ ମିଳିଛି ଶ୍ରମ ବିଭାଗର ଦାୟିତ୍ୱ ଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ | ନର୍ବାଚନର ବର୍ଷ ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ରହିଛି | ତା’ ଭିତରେ ଦାୟିତ୍ୱ ସମ୍ପାଦନ କରିବା ବିଭାଗର ଦାୟିତ୍ୱ ବୁଝିବା ଦଳର ସାଙ୍ଗଠନିକ ଦାୟିତ୍ୱ ବୁଝିବା ଏ ଭିତରେ ଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି | କାହିଁକିନା ଗୋଟେ ବଡ ଦାୟିତ୍ୱ ମିଳିଛି ୩ କ୍ୟାବିନେଟ ମନ୍ତ୍ରୀ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ ସହିତ ବର୍ତ୍ତମାନ ଯାହା ଅପଡେଟ ସୂଚନା ବିଭାଗ ବଣ୍ଟନ କରାଯାଇଛି | ବିକ୍ରମ ଆରୁଖଙ୍କୁ ଅର୍ଥ ବିଭାଗ, ସାରଦା ନାୟକଙ୍କୁ ଶ୍ରମ ବିଭାଗ ଏବେ ସୁଦାମ ମାର୍ଣ୍ଡିଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି |

author

Related Articles

Leave a Reply

Your email address will not be published. Required fields are marked *