୪୨ବର୍ଷରେ ଯୁବରାଜ ସିଂ

୪୨ବର୍ଷରେ ଯୁବରାଜ ସିଂ

୪୨ବର୍ଷରେ ପାଦଥାପିଛନ୍ତି ଭାରତୀୟ କ୍ରିକେଟର ଯୁବରାଜ ସିଂ । ଦିନିକିଆ ହେଉ କି ଟି-୨୦ ସବୁଥିରେ ତାଙ୍କର କ୍ରେଜ ରହିଛି । ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧ ଓଭରରେ ୬ଟି ଛକା ମରିବାର ରେକର୍ଡ ରହିଛି । ଏଥିପାଇଁ ତାଙ୍କୁ ସିକ୍ସର କିଙ୍ଗି କହନ୍ତି । ସେ ଯେତେବେଳେ ପଡିଆ ମଝିରେ ବ୍ୟାଟ ଧରି ଛିଡା ହୁଅନ୍ତି ସେତେବେଳେ ବଡ ବଡ ବୋଲରଙ୍କ ନିଦ ହଜିଯାଏ । ତାଙ୍କ ଷ୍ଟାଇଲିସ ବ୍ୟାଟିଂ ଆଉ ଚିତା ପରି ଫିଲ୍ଡିଂ ଆଗରେ ବିରୋଧୀ ଚିତ୍ ହୋଇଯାଆନ୍ତି । ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟଙ୍କ ଜନ୍ମଦିନ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ । ୧୨ ଡିସେମ୍ବର ୧୯୮୧ ମସିହାରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ ।

author

Related Articles

Leave a Reply

Your email address will not be published. Required fields are marked *