୫୦% ପିଲା ଦିନକୁ ମୋବାଇଲରେ ବ୍ୟସ୍ତ |

୫୦% ପିଲା ଦିନକୁ ମୋବାଇଲରେ ବ୍ୟସ୍ତ |

୪୨ ପ୍ରତିଶତ ପିଲା ଦୈନିକ ୨ରୁ୪ ଘଣ୍ଟା ସେମାନେ ସ୍ମାର୍ଟଫୋନେ ବା ଟାବଲେଟରେ ବେସ୍ତ ରହନ୍ତା ଏହି ସର୍ଭେରୁ ଜଣ ପଡିଛି |ଅଧିକ ବୟସର ପିଲାମାନେ ଦିନକୁ ୪୭ ପ୍ରତିଶତ ସମୟ ସ୍ମାର୍ଟଫୋନେ ,ଟାବଲେଟ ବେବହାର କରୁଚନ୍ତି| ଏକାଧିକ ଡିଭାଇସ ଥିବା ପରିବାର ,ଯେଉଁଠି ପିଲାମାନଂକ ସ୍କ୍ରିନ ଟାଇମକୁ ନିୟନ୍ତ୍ରଣ କରିବା ମାବାପା ପାଇଁ ଚାଲେଞ୍ଜ ହୋଇପଡିଛି | ସେମାନଂକୁ ନେଇ ହାପିନେଜ ନାମକ ସସ୍ତା ପକ୍ଷରୁ ଏହି ସର୍ଭେ କରାଯାଇଥିଲା | ସର୍ଭେରେ ୧,୫୦୦ ମାଆବାପା ଭାଗନେଇଥିଲେ | ଏଥିରୁ ଜଣାପଡିଥିଲା ଯେ , ୧୨ ବର୍ଷ ବୟସରେ ୬୯ ପ୍ରତିଶତ ପିଲାଂକ ପାଖରେ ନିଜସ୍ଵ ସ୍ମାର୍ଟଫୋନ୍ କିମ୍ବା ଟାବଲେଟ ରହିଛି | ସେମାନେ ଅବାଧରେ ଅନ୍ଲାଇନେ କ୍ଷେତ୍ରରେ ପ୍ରବେଶ କରୁଛି| ସେମାନଂକ ମଧ୍ୟରୁ ୭୪ ପ୍ରତିଶତ ନିଜକୁ ୟୁଟୁବ ଦୁନିଆରୁ ନିମଂଗ କରି ରଖୁଥିବାବେଳେ ୧୨ ବର୍ଷ ଓ ୬୧ ପ୍ରତିଶତାଙ୍କ ପାଇଁ ଅନ୍ଲାଇନେ ଗେମ୍ଇଂ ହେଉଛି ସବୁଠୁ ଭଲ ଡିଜିଟାଲ ଟାଇମ୍ପାସ | ପିଲାଂକ ଅସୁରକ୍ଷିତ ଇଣ୍ଟେର୍ନେଟ ରୂଚିଜନିତ ସମସ୍ୟାର ସମାଧାନ କେବଳ ଶୁଙ୍ଖଳା |

author

Related Articles

Leave a Reply

Your email address will not be published. Required fields are marked *