୬୦ ବର୍ଷରେ ଦ୍ବିତୀୟ ବିବାହ କଲେ ଆଶିଷ ବିଦାର୍ଥୀ

୬୦ ବର୍ଷରେ ଦ୍ବିତୀୟ ବିବାହ କଲେ ଆଶିଷ ବିଦାର୍ଥୀ

ନୂଆଦିଲ୍ଲୀ:

୬୦ ବର୍ଷରେ ଦ୍ବିତୀୟ ବିବାହ କଲେ ଅଭିନେତା ଆଶିଷ ବିଦାର୍ଥୀ । ଆଜି ସେ ଫ୍ୟାସନ୍‌ ଉଦ୍ୟୋଗୀ ରୁପାଲିଙ୍କୁ ବିବାହ କରିଛନ୍ତି । ଆଶିଷ ବିଦାର୍ଥୀ କହିଛନ୍ତି ଯେ ବୁଢା ହେଲି ବୋଲି କଣ ବାହା ହେବାକୁ ମନା ମୁଁ ଯେତେ ବୁଢା ହେଉଛି ମୋ ପ୍ରେମ ସେତେ ବଢୁଛି | ସୁନ୍ଦରୀ ଝିଅକୁ ପ୍ରେମ କଲି ୬୦ ବର୍ଷରେ ବାହାହେଲି | ଲୋକେ କହୁଛନ୍ତି ମୁଁ କୁଆଡେ ବୁଢା ହେଇଗଲିଣି ବୋଲି କଣ ଆଉ ବାହା ହୋଇପାରିବିନି | ମୁଁ ବୁଢା ହୋଇଗଲେ କଣ ହେଲା, ମୋ ପ୍ରେମ ତ ବୁଢା ହୋଇନି | ମୁଁ ବାହା ହେବି ମୋ ସ୍ତ୍ରୀ କୁ ମୁଁ ପୋଷିବି ଅନ୍ୟ ଲୋକଙ୍କ କଥାରେ ମୋର କଣ ଯାଏ | କଥାରେ ଅଛି ରାସ୍ତାରେ ହାତୀ ଗଲେ ଅନେକ କୁକୁର ଅନେକ ଭୁକନ୍ତି | ତା’ ବୋଲି ହାତୀ କଣ ରାସ୍ତାରେ ଚାଲିବା ଛାଡି ଦିଏ | ସେମିତି ମୁଁ ବାହା ହୋଇଛି ମାନେ ମୋ କଥା ମୁହିଁ ବୁଝିବି କାହା କଥା ଶୁଣିବା ମୋର କିଛି ଆବଶ୍ୟକତା ନାହିଁ |

author

Related Articles

Leave a Reply

Your email address will not be published. Required fields are marked *