ଏଥର ବି ଅପରିବର୍ତ୍ତିତ ରହିଲା ରେପୋ ରେର୍ଟ। ଲଗାତାର ସପ୍ତମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଆରବିଆଇ। ୬.୫ରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଶେଷ ଥର ପାଇଁ ୨୦୨୩ ଫେବ୍ରୁଆରୀରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ଏଥିରେ କୌଣସି ପରିବର୍ତ୍ତନ ଆସି ନାହିଁ।
You can share this post!
author