ୱେବସାଇଟରେ ହେବ ଶବସତ୍କାର

ୱେବସାଇଟରେ ହେବ ଶବସତ୍କାର

ସ୍ୱର୍ଗଦ୍ୱାରରେ ହେଲା ୱେବସାଇଟର ଶୁଭାରମ୍ଭ । କାଳି ପୂଜା ଅବସରରେ ସ୍ୱର୍ଗଦାର ସେବା ସମିତି ପକ୍ଷରୁ ସ୍ୱର୍ଗଦ୍ୱାରରେ ନୂଆ ୱେବସାଇଟର ଲୋକାର୍ପିତ କରାଯାଇଛି । ଯାହାର ନାମ ରହିଛି ସ୍ୱର୍ଗଦ୍ୱାର ଡଟ କମ୍ । ଏଥିରେ ଓଡିଆ,ଇଂରାଜୀ ଓ ହିନ୍ଦୀ ଭାଷାରେ ସ୍ୱର୍ଗଦାର ସଂପର୍କିତ ତଥ୍ୟ ଉପଲବ୍ଧ ରହିଛି । ଏହା ମାଧ୍ୟମରେ ସ୍ୱର୍ଗଦାରକୁ ସଂସ୍କାର ପାଇଁ ଆସିଥିବା ଲୋକମାନେ ଆବଶ୍ୟକ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇପାରିବେ । ପରୀକ୍ଷାମୂଳକ ଭାବେ ଏହାର ଶୁଭାରମ୍ଭ କରାଯାଇଛି । ଆବଶ୍ୟକ ଅନୁଯାୟୀ ଏଥିରେ ତଥ୍ୟ ପରିବର୍ତ୍ତନ କରାଯିବ । ଖୁବ ଶୀଘ୍ର ଏହା ପ୍ଲେ ଷ୍ଟୋରରେ ଉପଲବଧ ହେବ ।

author

Related Articles

Leave a Reply

Your email address will not be published. Required fields are marked *