14 ତାରିଖରେ ସରିବ ମାଗଣା ଆଧାର ଅପଡେଟ

14 ତାରିଖରେ ସରିବ ମାଗଣା ଆଧାର ଅପଡେଟ

ଆପଣଙ୍କ ଆଧାରକାର୍ଡରେ କୌଣସି ତ୍ରୁଟି ଥିଲେ ତୁରନ୍ତ ଏହାକୁ ସଠିକ କରିନିଅନ୍ତୁ । ମାର୍ଚ୍ଚ 14 ତାରିଖ ଭିତରେ ଏହାକୁ ମାଗଣାରେ ସୁଧାରି ନିଅନ୍ତୁ । ନହେଲେ ମାଗଣାରେ ମିଳୁଥିବା ଏହି ସେବାର ଅବିଧି ସରିଯିବ । ଏବଂ କୌଣସି ପରିବର୍ତନ କରିବାକୁ ଚାହୁଁଥିଲେ ଦେୟ ଦେବାକୁ ପଡିବ । ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ଶେଷ ହେବାକୁ ଯାଉଛି । ୨୦୨୩ ଡିସେମ୍ବର ମାସରେ ଆଧାର କାର୍ଡ ଅପଡେଟ୍ ପାଇଁ ୩ ମାସ ସମୟ ବୃଦ୍ଧି କରିଥିଲେ ସରକାର । ତେବେ ଆସନ୍ତା ୧୪ ତାରିଖରେ ଏହି ଅବଧି ଶେଷ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ଆଧାର କାର୍ଡ ଗୁଡିକ ମାଗଣାରେ ଅପଡେଟ୍ କରିନେବା ପାଇଁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *