150 ବର୍ଷରେ IMD

150 ବର୍ଷରେ IMD

ପାଣିପାଗ ସମ୍ପର୍କରେ ସଠିକ ସୂଚନା ଦେଇଥାଏ ଭାରତୀୟ ପାଣିପାଗ ବିଭାଗ । ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି ।  କେବେ ବାତ୍ୟା ଆସିବ, କେଉଁଠି ଲ୍ୟାଣ୍ଡଫଲ କରିବ । ସଠିକ ଆକଳନ କରି ଅନେକ ଧନଜୀବନ ରକ୍ଷା ହୋଇପାରିଛି । ଆଜି ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ ପୂରିଛି । ୧୮୭୫ ମସିହା ଜାନୁଆରୀ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି ଜଣେ ଓଡ଼ିଆ । ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍ଡି ଡିଜି ଭାବେ କାର୍ଯ୍ୟରତ ।

author

Related Articles

Leave a Reply

Your email address will not be published. Required fields are marked *