ଜିଏସଟି ଆଦାୟ କରି ରେକର୍ଡ କରିଛନ୍ତି ସରକାର । 2017 ଜୁଲାଇ ପହିଲାରୁ ଜିଏସଟି ଲାଗୁ ହୋଇଥିଲା । ଲାଗୁ ହେବା ଦିନଠାରୁ 2023 ଅକ୍ଟୋବରର ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ଆଦାୟ ହୋଇଛି । ଅକ୍ଟୋବର ମାସ ପାର୍ବଣ ଋତୁରେ ଜିଏସଟି ଆଦାୟରେ ସରକାର ରେକର୍ଡ କରିଛନ୍ତି । ଅକ୍ଟୋବର ମାସରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ଅକ୍ଟୋବର ୨୦୨୦ ତୁଳନାରେ ଅକ୍ଟୋବର ୨୦୨୩ ରେ ୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି ।
You can share this post!
author