ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଜେପି ବିଧାୟକ ଓମପ୍ରକାଶଙ୍କର ଏକ ଭିଡ଼ିଓ .ମୈାକାରେ ଚୌକା ମାରିଲା କିଏ ?କାହାର ଏପରି ଷଡ଼ଯନ୍ତ୍ର .ବିରୋଧି ଙ୍କ ନୁହେଁତ ଏମିତି ଯୋଜନା .କିଏ ଏପରି ବିଧାୟକଙ୍କୁ ବଦନାମ କରିବାକୁ ଚାହୁଁଛି . କାହାର ରହିଛି ଏହି ଭିଡ଼ିଓ ଭାଇରାଲ ହେବା ପଛରେ ହାତ . ପ୍ରଥମେ ସୂର୍ଯ୍ୟବଂଶୀ ସୂରଜ ପରେ ଏବେ ବିଧାୟକ ଓମ ପ୍ରକାଶ . ଲୋକଙ୍କ ମନରେ ଏମିତି ହଜାର ପ୍ରଶ୍ନ ଉକ୍ତି ମାରୁଛି ?
ତେବେ ଭାଇରାଲ ହେଉଛି ବିଜେପି ବିଧାୟକ ଓମପ୍ରକାଶଙ୍କର ଏକ ଭିଡ଼ିଓ . ଯାହାକୁ ନେଇ ଉଠୁଛି ପଡ଼ୁଛି ସୋସିଆଲ ମିଡିଆ . ଭିଡ଼ିଓ ଟି ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଛି . ଏବେ ଏହି ଭିଡ଼ିଓକୁ ନେଇ ଅନେକ କଥା ଆଲୋଚନା ହେଲାନି . ବିଧାୟକଙ୍କ କାଳେ ପର କିୟାପ୍ରିତି ରହିଛି ବୋଲି ଚର୍ଚ୍ଚା ହେଉଛି . ତେବେ ଏହି ଭିଡ଼ିଓ ଏକ ରୁମରେ ଜଣେ ଯୁବତୀଙ୍କ ସହ ସମୟ ବିତାଉଛନ୍ତି ବିଧାୟକ . ଆଉ ଉଭୟ କିଛି କଥା ହେଉଛନ୍ତି . ଯାହା ବର୍ତମାନ ଭାଇରାଲ ହେଉଛି ?
କିନ୍ତୁ ଏହି ଭିଡ଼ିଓ କେବେକାର ଆଉ କେଉଁ ଉଦେଶ୍ୟ ଏବେ କୁ ଭାଇରାଲ କରାଯାଉଛି ତାହା ତ ଆମକୁ ଜଣାନାହିଁ . ତେବେ ଲୋକଙ୍କ କହିବା ଅନୁସାରେ ଏହି ଭିଡ଼ିଓ ଭାଇରାଲ କରିବାର ଉଦେଶ୍ୟ ରାଜନୈତିକ ଫାଇଦା ନିଶ୍ଚୟ ଥାଇପାରେ . କାରଣ ନୂଆ ସରକାର ସେପଟେ ବିରୋଧି ଚାହିଁ ରହିଛନ୍ତି ବିଜେପି ନେତାଙ୍କ ଦୋଷ ଦୁର୍ବଳତାକୁ ବାହାର କରିବା ପାଇଁ . ସବୁ ପରେ ବି ଜଣେ ଜନପ୍ରତିନିଧିଙ୍କ ଏଭଳି ଭିଡ଼ିଓ ଭାଇରାଲ କୁ ଲୋକେ ନିନ୍ଦା କରୁଛନ୍ତି ?