ଜଣେ ମାକୁ ଏଭଳି ସମ୍ମାନ!

ଜଣେ ମାକୁ ଏଭଳି ସମ୍ମାନ!

ଜଣେ ମାକୁ ଏଭଳି ସମ୍ମାନ ଆଶକର୍ମୀ ଶିବାନୀ କାଳେ ବୁଢ଼ି ମାକୁ ବେତାଳ କାହାଣୀ ଭଳି ପିଠିରେ ପକାଇ ବୋହିଥିଲେ .ଏକଥା ଆମେ କହୁନାହୁଁ ଏହି କଥା କହିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ . ଆଶାକର୍ମୀ ଶିବାନୀ ମଣ୍ଡଳ .ସେ ୨୦୦୬ ମସିହାରୁ ଆଶା କର୍ମୀ ଭାବେ କାମ କରୁଥିଲା . କେବେ ହାଇଲାଇଟ ହୋଇନି କି କାହା ପାଖରେ ଯାଇନି .ତା ସ୍ୱାମୀର ଅଂଟା ଖରାପ କାରଣରୁ ସେ ବି କାମ କରିପାରୁନାହିଁ . ଆଶା କର୍ମୀର କେତେ ବା ରୋଜଗାର ଗୋଟିଏ କେସ ଆସିଲେ ୧୪ଶହ ୧୫ଶହ ଟଙ୍କା ପାଇବ .ୟେ ସାଇକ୍ଲୋନ ବାତ୍ୟାରେ ସେ ଆଠ ଜଣଙ୍କୁ ବେକରେ ବୋହିକି ଆଣିକି ପହଂଚେଇଛି ଆଶ୍ରୟ ସ୍ଥଳୀକୁ . ଶେଷରେ ଯେଉଁ ୮୨ ବର୍ଷର ବୃଦ୍ଧା ତାଙ୍କୁ ପାରାଲିସିସ ହୋଇଯାଇଥିଲା ତାଙ୍କୁ .ସେ ବୃଦ୍ଧାଙ୍କୁ ପରିବାର ଲୋକ ଆଣିପାରିଲାନି .ବେତାଳ କାହାଣି ଭଳିଆ ବେତାଳକୁ ଯେମିତି ବୋହିକି ଅଣାଗଲା ରାଜ .ଠିକ ସେମିତି ଦେଢ଼ କିଲୋମିଟର ଚାଲିକି କାଦୁଅ ହୋଇଥିବା ରାସ୍ତାରେ ତାଙ୍କୁ ପହଂଚାଇବା ଏପରି କାମ କରି ଆଜି ସାରା ରାଜ୍ୟ ଦେଖରେ ପ୍ରଶଂସାର ପାତ୍ର ହୋଇଛନ୍ତି . ତେବେ ଆପଣ କୁହନ୍ତୁ ମା କୁ କଣ ଏମିତି ସମ୍ମାନ ଦିଆଯାଏ .ତୁ ତୋର ତାର ଏହି ସବୁ ଶବ୍ଦ ବ୍ୟବହାର କରାଯାଏ .ତେବେ ନିକଟରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ବାତ୍ୟା ଦାନା ସମୟରେ ନିଜର ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଆଶା ଶିବୀନୀ ମଣ୍ଡଳଙ୍କୁ ମୁଖ୍ୟମନ୍ତ୍ରୀ ବାର୍ଷିକ ସାହସିକତା ସମ୍ମାନିତ କରିଥିଲେ .ଆଉ ଆଗକୁ ସେମାନେ ଏଭଳି ଜାରି ସେବା ଜାରି ରଖିବେ ବୋଲିକହିଥିଲେ .

ତେବେ ନିକଟରେ ଆଶା ଦିଦିଙ୍କୁ ପ୍ରଶାଂସାରେ ପୋତି ପକାଇଲେ ମୋହନ . ଆଶା ଦିଦିଙ୍କୁ ମୋହନ କହିଲେ ତମେ ଯାହା କରିଛ ପ୍ରଶାଂସା ଯୋଗ୍ୟ . କଣ ଦରକାର କୁହ .ଘର ଓ ଅନ୍ୟ ଆବଶ୍ୟକୀୟ ସହାୟତା ସବୁ ଯୋଗାଇ ଦିଆଯିବ . ଦର୍ଶକ ବନ୍ଧୁ ବାତ୍ୟା ଦାନକୁ ନେଇ ଲୋକେ ଭୟଭିତ ଥିବା ବେଳେ . ସେତେ ବେଳକୁ ବର୍ଷା ସାଙ୍ଗକୁ ପବନ ବୋହିବା ଆରମ୍ଭ ହୋଇଯାଇଥିଲା . ଆଊ ସମୟରେ ଜୀବନଙ୍କୁ ବାଜିରେ ଲାଗାଇ ଜଣେ ବୃଦ୍ଧାଙ୍କୁ କାନ୍ଦକୁ ଉଠାଇଥିଲେ ଆଶା ଦିଦି ଶିବାନୀ .

author

Related Articles

Leave a Reply

Your email address will not be published. Required fields are marked *