22 ବର୍ଷର ଅପେକ୍ଷାର ଘଟିଲା ଅନ୍ତ

22 ବର୍ଷର ଅପେକ୍ଷାର ଘଟିଲା ଅନ୍ତ

ପୁରସ୍କାର ଘୋଷଣା ହୋଇ ନ ମିଳିବା ଓଡିଶା ସାହିତ୍ୟ ଏକାଡେମୀରେ ଏକ ଦୁଃଖଦ ଖବର । କିନ୍ତୁ ଦୀର୍ଘ 22 ବର୍ଷ ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉପରୁ ଅଙ୍କୁଶ ହଟାଇଲେ ଓଡିଶା ହାଇକୋର୍ଟ । ଗୋଟିଏ ସାହିତ୍ୟିକୁ ନୂଆ ରଚନା କରିବା ପାଇଁ ସଦାସର୍ବଦା ଇନ୍ଧନ ଯୋଗାଇଥାଏ ପୁରସ୍କାର ଓ ପ୍ରଶଂସା । ପୁରସ୍କାର ଘୋଷଣା ହେବାର ୨୨ ବର୍ଷ ପରେ ବି ତାହା ନମିଳିବା ସାହିତ୍ୟ ଇତିହାସରେ ପ୍ରଥମ ଘଟଣା ହୋଇଥିବ । ୨୦୨୨ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଥିଲା । ପୁରସ୍କାର ଘୋଷଣା ପରେ ଉଠିଥିଲା ବିବାଦ । ହାଇକୋର୍ଟରେ ପହଞ୍ଚିଥିଲା ମାମଲା । ୨୨ ବର୍ଷ ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉପରୁ ଅଙ୍କୁଶ ହଟାଇଲେ ଓଡିଶା ହାଇକୋର୍ଟ ।

author

Related Articles

Leave a Reply

Your email address will not be published. Required fields are marked *