24ରେ ଭାରତୀୟ ସ୍ଥଳସେନାରେ ବଡ ପରିବର୍ତ୍ତନ

24ରେ ଭାରତୀୟ ସ୍ଥଳସେନାରେ ବଡ ପରିବର୍ତ୍ତନ

ଚୀନ ଓ ପାକିସ୍ଥାନ ସହ ଭାରତର ସୀମା ବିବାଦ ଜାରି ଭିତରେ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ଏବେ ସାମ୍ନାକୁ ଆସିଛି । 2024ରେ ଭାରତୀୟ ସେନାରେ  ହେବ ବଡ ପରିବର୍ତ୍ତନ । ସାମିଲ ହେବ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ।  ବୈଷୟିକ ଜ୍ଞାନକୌଶଳକୁ ପ୍ରାଧ୍ୟାନ୍ୟ ଦିଆଯିବ । ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଉତରସୀମାରେ କିଛି ସ୍ଥାନ ସମ୍ବେଦନଶୀଳ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବଢ଼ାଯାଇଛି । ସୀମାରେ ଉତେଜନା ହ୍ରାସ ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଉଭୟ ସାମରିକ ଓ କୁଟନୀତିସ୍ତରରେ ପ୍ରୟାସ କରୁଛି ଭାରତ । ସୁରକ୍ଷା କଡ଼ାକଡ଼ି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *