24 ନିର୍ବାଚନ ଲଢିବେନି ନରସିଂହ

24 ନିର୍ବାଚନ ଲଢିବେନି ନରସିଂହ

24 ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ବଡ ନେତା ନେଉଛନ୍ତି ଅବସର । ପ୍ରଥମେ ସୁର ରାଉତରାୟ ନିର୍ବାଚନ ନ ଲଢିବେ ନେଇ ସ୍ପଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ଆଉ ଜଣେ ବରିଷ୍ଠ ନେତା 24 ନିର୍ବାଚନ ଲଢିବେନି ବୋଲି ସାମ୍ନାକୁ ଆସିଛି । ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର । କହିଲେ ୫ଟି କର୍ମୀ ସମ୍ମିଳନୀ କରାଯାଇଥିଲା । ସମସ୍ତଙ୍କ ମତ ସାନ ପୁଅ ସମରେନ୍ଦ୍ର ବିଧାନସଭା ନିର୍ବାଚନ ଲଢୁ଼ । ଏଆଇସିସିକୁ ଏନେଇ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

author

Related Articles

Leave a Reply

Your email address will not be published. Required fields are marked *