25ରେ ଭୋଟ ଦେବେ 94ଲକ୍ଷ ଭୋଟର…

25ରେ ଭୋଟ ଦେବେ 94ଲକ୍ଷ ଭୋଟର…

ରାଜ୍ୟରେ ଆସନ୍ତା 25 ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପଡିବ ଭୋଟ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ । ୯୪ଲକ୍ଷ ୪୮ହଜାର ଭୋଟର ମତଦାନ କରିବେ । ତୃତୀୟ ପର୍ଯ୍ୟାୟରେ ୧୦ ହଜର ୫୫୧ ପୋଲିଂ ବୁଥରେ ହେବ ମତଦାନ । ୧୫ଶହ ପୋଲିଂ ବୁଥ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ନିର୍ବାଚନ ପରିଚାଳନା ପାଇଁ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଯୁବ ଭୋଟର ସଂଖ୍ୟା ୨୧ ପ୍ରତିଶତ ରହିଛି । ୪୮ ଦଶମିକ ୩୦ ପୁରୁଷ ଭୋଟର ଥିବା ବେଳେ ୪୬ ଦଶମିକ ୧୮ ପ୍ରତିଶତ ମହିଳା ଭୋଟର ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *