4ଟି ରାଜ୍ୟରେ ଜୋରଦାର ଚାଲିଛି ଭୋଟଗଣତି

4ଟି ରାଜ୍ୟରେ ଜୋରଦାର ଚାଲିଛି ଭୋଟଗଣତି

ରାଜସ୍ଥାନ,ମଧ୍ୟପ୍ରଦେଶ,ଛତିଶଗଡ ଓ ତେଲେଙ୍ଗାନାରେ ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଚାଲିଛି ଭୋଟ ଗଣତି । ସବୁଠି ପାଖାପାଖି ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଲୁଛି ଛକାପଞ୍ଝା । ବର୍ତ୍ତମାନର ଭୋଟ ଗଣତି ସୁଦ୍ଧା ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଚାଲିଛି । ସେହିପରି ଛତିଶଗଡରେ କଂଗ୍ରେସ ଆଗୁଆ ରହିଥିବା ବେଳେ,ମଧ୍ୟପ୍ରଦେଶ ବିଜେପି ଆଗରେ ରହିଛି । ଅନ୍ୟପଟେ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଥିବା ବେଳେ ବିଆରଏସର ପଛରେ ପଡିଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *