ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଗକୁ ଲଘୁଚାପ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଗକୁ ଲଘୁଚାପ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ସୂଚନାକ୍ରମେ ୨୬ରେ ଲଘୁଚାପ ଓ ୨୭ରେ ଅବପାତର ରୂପ ନେବ ଏହି ଘୂର୍ଣ୍ଣିବଳୟ । ଲଘୁଚାପର ପ୍ରଭାବ ରହିବା ସହ ଏହା କ୍ରମେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଅନୁମାନ କରାଯାଉଛି । ଲଘୁଚାପ ଫଳରେ ସାରା ରାଜ୍ୟରେ ବର୍ଷାର ପ୍ରକୋପ ରହିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖିଯିବ ।

author

Related Articles

Leave a Reply

Your email address will not be published. Required fields are marked *