ଆଉ ୧୫ ଘଣ୍ଟାର ପରେ ଉଦ୍ଧାର ହେବେ ଶ୍ରମିକ

ଆଉ ୧୫ ଘଣ୍ଟାର ପରେ ଉଦ୍ଧାର ହେବେ ଶ୍ରମିକ

ଆଉ ମାତ୍ର ୧୫ ଷଣ୍ଟା ପରେ ଉଦ୍ଧାର କରାଯିବେ ଟନେଲଲ ଭିତରେ ଫସିରହିଥିବା ଶ୍ରମିକ । ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଜି ବିଳମ୍ବିତ ରାତି କିମ୍ବା କାଲି ଭୋରରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯିବ । ଏହି ସୂଚନା ଦେଇଛନ୍ତି ଉତରାଖଣ୍ଡ ସଡକ ଓ ପରିବହନ ସଚିବ । କାଲି ରାତି ୧୨ଟା ୪୫ରେ ଅଗର ମେସିନ ଦ୍ୱାରା ୩୯ମିଟର ଡ୍ରିଲିଂ କାମ କରାଯାଇଛି । ଏହା ସହ ୮ଶହ ମିଲିମିଟର ଗୋଲେଇର ପାଇପି ଲଗାଯାଇଛି । ବାକି ୧୮ମିଟର ଡ୍ରିଲିଂ ବାକି ଅଛି ଏହା ସରିବା ପରେ ଶ୍ରମିକ ମାଙ୍କୁ ଉଦ୍ଧାର କରାଯିବ । ତେବେ ଟନେଲ ଭିତରେ ଫସିଥିବା ଶ୍ରମିକ ସବୁ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *