ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା । ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅନୁମତି ଦେଇ ନାହିଁ । ଜାତୀୟ ମାନ୍ୟତା ମନ୍ତ୍ରାଳୟ ପରିଧିରେ ଆସୁନଥିବା କେନ୍ଦ୍ର ଚିଠି ଲେଖି ସ୍ପଷ୍ଟ କରିଛି । ଏ ନେଇ ପ୍ରେସ୍ ମିଟରେ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଜାତୀୟ ମାନ୍ୟତା ପାଇଁ ଚିଠି ଦେଖିଥିଲେ। ରାଜ୍ୟସଭା ସାଂସଦ ଓ କଟକ ମେୟର ସୁବାସ ସିଂ କେନ୍ଦ୍ର ସଂକୃତି ମନ୍ତ୍ରୀ ଙ୍କୁ ଭେଟି ଜାତୀୟ ମାନ୍ୟତା ପାଇଁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ମାନ୍ୟତା ପ୍ରଦାନ ନ କଲେ ସଂସଦରେ ପ୍ରସଙ୍ଗ ଉଠାଇବୁ ବୋଲି କଟକ ମେୟର କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *