ଆଜି ବିଧାନସଭାରେ ପୁଣି ହଟ୍ଟଗୋଳ ? ନା ସୁରୁଖୁରୁରେ ଚାଲିବ ଗୃହ ?

ଆଜି ବିଧାନସଭାରେ ପୁଣି ହଟ୍ଟଗୋଳ ? ନା ସୁରୁଖୁରୁରେ ଚାଲିବ ଗୃହ ?

ତିନିଦିନ ହେଲା ସୁରୁଖୁରୁରେ ଚାଲିପାରୁନି ଗୃହ । ଆଦୀବୀସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଜିଦ ଯେ ଏହି ବିଲକୁ ସ୍ଥଗିତ ନୁହେଁ ପ୍ରତ୍ୟାହାର କରାଯାଉ । ଗୁରୁବାର ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେଇଥିଲେ ବିଜେପି ବିଧାୟକ । ସେହିପରି କଂଗ୍ରେସ, ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲା । ସେହିପରି ଶୀତ ଅଧିବେଶନରେ ତୃତୀୟ ଦିନରେ ପ୍ରଶ୍ନକାଳ ନା ଶୂନ୍ୟକାଳ ଠିକ ଭାବରେ ଚାଲି ପାରିନଥିଲା । ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧି । ତେବେ ଆଜି ଗୃହ ସ୍ୱାଭାବିକ ହେବ ନା ପୁଣି ହଟ୍ଟଗୋଳ ହେବ, ତା’ ଉପରେ ରହିଛି ନଜର ।

author

Related Articles

Leave a Reply

Your email address will not be published. Required fields are marked *