ବିବାହ କଲେ ବଲିଉଡ ଅଭିନେତା ରଣଦୀପ ହୁଡା

ବିବାହ କଲେ ବଲିଉଡ ଅଭିନେତା ରଣଦୀପ ହୁଡା

ଚଳିତ ବର୍ଷ ବିବାହର ସିଜିନରେ ବଲିଉଡରେ ପ୍ରଥମ ବିବାହ କରିଛନ୍ତି ଅଭିନେତା ରଣଦୀପ ହୁଡା । ନିଆରା ଶୈଳୀରେ ବିବାହ କରିଛନ୍ତି ବଲିଉଡର ଏହି ଡାଇଲଗ ହିରୋ । ମଣିପୁରର ଇମ୍ଫାଲରେ ପାରମ୍ପାରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି ହୁଡା ।ମଣିପୁରର ମିତେଇ ସମ୍ପ୍ରଦାୟର ପରମ୍ପରା ଅନୁସାରେ ବିବାହ କରିଥିବା କିଛି ଫଟୋ ସାମ୍ନାକୁ ଆସିଛି । ନିଜର ପୁରୁଣା ଗାର୍ଲ ଫ୍ରେଣ୍ଡ ଲିନ ଲିଆଶ୍ରମଙ୍କୁ ବିବାହ କରିଛନ୍ତି ହୁଡା । ରଣଦୀପ ବରଯାତ୍ରୀ ନେଇ ଯାଉଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *