ଛାଡଖାଇରେ ବିକ୍ରି ହେଲା କୋଟିଏ ଟଙ୍କାର ମଟନ

ଛାଡଖାଇରେ ବିକ୍ରି ହେଲା କୋଟିଏ ଟଙ୍କାର ମଟନ

ଗତ ବୁଧବାର ରାଜଧାନୀରେ ଆମିଶ ବଜାରରେ ବେଶ ଭିଡ ଦେଖିବାକୁ ମିଳିଥିଲା । ଛାଡଖାଇରେ କୋଟିଏରୁ ଅଧିକ ଟଙ୍କାର ମଟନ ବିକ୍ରି ହୋଇଛି । ସୂଚନା ଅନୁଯାୟୀ କୋଟିଏ ଟଙ୍କାର ମଟନ,85 ଲକ୍ଷ ଟଙ୍କାର ଚିକେନ ଓ 90 ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି । ଓଡିଶାରେ ସର୍ବମୋଟ 2କୋଟି 75ଲକ୍ଷ ଟଙ୍କାର ଆମିଷ କାରବାର ହୋଇଥିବା ଆମିଷ ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ମିଳିଛି । ତେବେ ଗତବର୍ଷ ଛାଡଖାଇରେ 4 କୋଟି ଟଙ୍କାର ବେପାର ହୋଇଥିଲା । ହେଲେ ଏଥର ଟିକେ ଫିକା ପଡିଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *