ଜଳପଥରେ ହେଉଛି ଡ୍ରଗସ ଚୋରାଚାଲାଣ

ଜଳପଥରେ ହେଉଛି ଡ୍ରଗସ ଚୋରାଚାଲାଣ

ଜଳପଥରେ ହେଉଛି ଡ୍ରଗସ ଚୋରାଚାଲାଣ । ଏକାଥରକେ 5କେଜି ଅଧିକ ବ୍ରାଉନସୁଗାର ହେଉଥିଲା ଚାଲାଣ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟ ଦେଇ ବିଦେଶକୁ ଚୋରାଚାରାଣ ହେଉଥିଲା ବ୍ରାଉନ ସୁଗାର । ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଯାଉଥିଲା ଡେନମାର୍କ । ଯାହାର ପର୍ଦ୍ଦାଫାଶ କରିଛି କଷ୍ଟମ ବିଭାଗ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ସିଆଇଏସଏଫ, ଡ୍ରଗ୍ସ ସ୍କ୍ୱାର୍ଡ ଓ କଷ୍ଟମ ବିଭାଗ ଖୋଳତାଡ଼ କରିବା ବେଳେ ବ୍ରାଉନ ସୁଗାର ଜବତ କରାଯାଇଛି ।  

author

Related Articles

Leave a Reply

Your email address will not be published. Required fields are marked *