ଚିଲିକାରେ ବିଦେଶୀ ପକ୍ଷୀଙ୍କ ପାଇଁ ନିଆରା ପଦକ୍ଷେପ

ଚିଲିକାରେ ବିଦେଶୀ ପକ୍ଷୀଙ୍କ ପାଇଁ ନିଆରା ପଦକ୍ଷେପ

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ନିଆରା ପଦକ୍ଷେପ । ପକ୍ଷୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ ଚିଲିକାରେ ପକ୍ଷୀଙ୍କ ପାଇଁ ନିଆରା ପଦକ୍ଷେପ ହାତକୁ ନେଇଛି । ଚିଲିକାରେ ପକ୍ଷୀ ଶିକାର ରୋକିବାକୁ ସୁରକ୍ଷା କଡାକଡି କରାଯାଇଛି । ସମଗ୍ର ଚିଲିକା ଉପରେ ପଇଁତରା ମାରୁଛି ବନ ବିଭାଗର ଡ୍ରୋନ କ୍ୟାମେରା । ବିଦେଶୀରୁ ଆସିଥିବା ଅତିଥୀ ପକ୍ଷୀଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେଇଛନ୍ତି ଚିଲିକା ବାଲୁଗାଁ ଡିଏଫଓ । ପ୍ରତ୍ୟେକ ଦିନ ନିଜେ ଚିଲିକାକୁ ଯାଇ ଡ୍ରୋନ କ୍ୟାମେରା ଉଡାଉଛନ୍ତି । ସୁରକ୍ଷା ଦାୟିତ୍ୱରେ ୨୧ଟି ଟିମ ମୁତୟନ ହୋଇଛନ୍ତି । ଲ୍ୟାଣ୍ଡ ମୋବାଇଲ ଏବଂ ୱାଟର ମୋବାଇଲ ଟିମ ଗଠନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *