ବଲିଉଡର ଲୋକପ୍ରିୟ ଦମ୍ପତି ଭାବେ ପରିଚିତ ଅଭିନେତା ଅଭିଷେକ ବଚନ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚନ । ତାଙ୍କର 16 ବର୍ଷର ବୈବାହିକ ଜୀବନରେ କେବେବି ବିବାଦ ଦେଖାଦେଇନାହିଁ । ସେମାନଙ୍କ ସଂପର୍କକୁ ନେଇ କେବେ ବାହାରେ ଚର୍ଚ୍ଚା ହୋଇ ନାହିଁ । କିନ୍ତୁ ଏବେ ଦୁହିଁଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ତଳେ ଅଭିଷେକଙ୍କର ଗୋଟିଏ ଫଟୋରେ ତାଙ୍କର ଜଣେ ଫ୍ୟାନ ପ୍ରଶ୍ନ କରିଥିଲେ ଯେ ସବୁବେଳେ ପିନ୍ଧି ଆସୁଥିବା ଅଭିଷେକ ତାଙ୍କ ବିବାହର ମୁଦି ଆଉ ତାଙ୍କ ହାତରେ ଦେଖିବାକୁ ମିଳୁନି । ଏହାକୁ ନେଇ କେହି କେହି କହୁଛନ୍ତି ତାଙ୍କ ସମ୍ପର୍କ ଆଉ ପୂର୍ବଭଳି ନାହିଁ ଦୁହିଁଙ୍କୁ ଆଉ ଏକାଠି ଦେଖିବାକୁ ମିଳୁନି । ଏବଂ ଅନ୍ୟକେତେକ ଫ୍ୟାନ ଏହାକୁ ଗୁଜବ ବୋଲି କହିଛନ୍ତି ।
You can share this post!
author
Related Articles
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024
ଓଡ଼ିଶା ଫୋଟ ଏକ୍ସପୋ 2024ଉଦଘାଟିତ
- September 28, 2024
ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ
- September 28, 2024