ଡିସେମ୍ବର ୨୨ରେ ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ଭବ୍ୟ ବିବାହ, ଯୋଗ ଦେବେ ୩ଲକ୍ଷ ଲୋକ

ଡିସେମ୍ବର ୨୨ରେ ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ଭବ୍ୟ ବିବାହ, ଯୋଗ ଦେବେ ୩ଲକ୍ଷ ଲୋକ

ହରିୟାଣା ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇ ଓ ଆଇଏଏସ ଅଧିକାରୀ ପରୀ ବିଷ୍ଣୋଇଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୨୨ ତାରିଖରେ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ବାହାଘର ପରେ ୩ଟି ରାଜ୍ୟରେ ରିସେପସନ ପାର୍ଟିର ଆୟୋଜନ କରାଯାଉଛି । ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ବିବାହ ରାଜସ୍ଥାନରେ ରହୁଥିବା ଆଇଏଏସ ପରୀ ବିଷ୍ଣୋଇଙ୍କ ସହ ହେବାକୁ ଯାଉଛି । ଡିସେମ୍ବର ୨୨ ତାରିଖରେ ହେବାକୁ ଯାଉଥିବା ଏହି ଆଡମ୍ବରପୂର୍ଣ୍ଣ ବିବାହକୁ ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *