କଣ ରହିଛି ନାଲି ଡାଏରୀର ରହସ୍ୟ ?

କଣ ରହିଛି ନାଲି ଡାଏରୀର ରହସ୍ୟ ?

ଚାଲିଛି ମଦ ବ୍ୟବସାୟୀଙ୍କ ଠିକଣାରେ ଚଢାଉ । ପୁଳା ପୁଳା ଟଙ୍କା ମିଳିବାର ଦୃଶ୍ୟ ଆପଣ ଦେଖିଥିଲେ । ତେବେ ଟଙ୍କା ସହ ମିଳିଛି ଏକ ଲାଲ ଡାଏରୀ । ତେବେ କଣ ରହିଛି ଏହି ଡାଏରୀରେ । କୁହାଯାଉଛି କି ଏହି ଡାଏରୀରେ ରହିଛି ଅନେକ କଳା ଟଙ୍କାର କାରବାରର ହିସାବ ।ଡାଏରୀରେ ଲେଖାଅଛି କିଏ କାହାକୁ କେତେ ଟଙ୍କା ଦିଆଯାଏ,ଡାଏରୀରେ ରହିଚି ଅଧିକାରୀଙ୍କ ନାଁ, କେଉଁ ପୋଲିସ କର୍ମଚାରୀ,ରାଜନେତା,କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନାଁ ଲେଖାଅଛି ବୋଲି କୁହାଯାଉଛି ।  

author

Related Articles

Leave a Reply

Your email address will not be published. Required fields are marked *