୧୩ତାରିଖ ଦିନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେଓ ସାଏ

୧୩ତାରିଖ ଦିନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେଓ ସାଏ

ବିଜେପି ତିନି ରାଜ୍ୟରେ ବିଜୟ ପରେ ଏବେ ପ୍ରାର୍ଥୀ ଚୟନ କରୁଛନ୍ତି । ପ୍ରଥମେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦ ଚୟନ କରାଯାଇଛି । ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତିି ହେବା ପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଷ୍ଣୁଦେଓ ଆସନ୍ତା ୧୩ ତାରିଖ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ବିଷ୍ଣୁଦେଓଙ୍କ ରାଜନୈତିକ ଯାତ୍ରା ଏତେଟା ସହଜ ନଥିଲା । ଆଦିବାସୀ ପରିବାରରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡିଛି । ସରପଂଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଷ୍ଣୁଦେଓ ସାଏ । ୧୯୯୮ରେ ସେ ବାଗିଆ ପଂଚାୟତର ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୦ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଛତିଶଗଡ ମଧ୍ୟପ୍ରଦେଶରୁ ଅଲଗା ହୋଇନଥିଲା ।

author

Related Articles

Leave a Reply

Your email address will not be published. Required fields are marked *