ମାଛର ଦାମ ୨୫ ଲକ୍ଷ

ମାଛର ଦାମ ୨୫ ଲକ୍ଷ

ମାଛର ଦାମ ୨୫ ଲକ୍ଷ । ଶୁଣିକି ଆଶ୍ଚର୍ଯ୍ୟ  ଲାଗୁଥିଲେ ବି ଏହା ସତ । ପାରାଦ୍ୱୀପ ସମୁଦ୍ରରୁ ଧରା ହୋଇଥିବା ବିରଳ ମାଛ ଲକ୍ଷାଧିକ ଟଙ୍କାରେ ନିଲାମ ହୋଇଛି । ସମଦ୍ରରୁ ଧରା ହୋଇଥିବା ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।  ଏହି ବିରଳ ମାଛ ତେଲିଆ ମାଛ ବୋଲି ଜଣାପଡିଥିବା ବେଳେ ଏହାର ଓଜନ ୩ କୁଇଁଣ୍ଟାଲରୁ ଅଧିକ ରହିଛି । ପାରାଦ୍ୱୀପର ଜଣେ ବ୍ୟବସାୟୀ ଏହି ମାଛର ନିଲାମ ନେଇଥିବା ବେଳେ ଏହାକୁ ଦୀଘା ମାର୍କେଟରେ  ବିକ୍ରି କରିବେ ବୋଲି ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *