ଟୁ ଲେଟ୍ ଲଗାଉଥିଲେ ସାବଧାନ !

ଟୁ ଲେଟ୍ ଲଗାଉଥିଲେ ସାବଧାନ !


ଦର୍ଶକବନ୍ଧୁ ଆପଣ କାନ୍ଥ ବାଡ କିମ୍ବା ବିଦ୍ୟୁତ ଖୁଣ୍ଟରେ ଟୁ ଲେଟ୍ ଲଗାଉଛନ୍ତି କି ? ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ ! ଏହି ସବୁ ଜାଗାରେ ଟୁ ଲେଟ୍ ଲଗାଇଲେ ଆପଣଙ୍କୁ ଗଣିବାକୁ ପଡିପାରେ ୫୦ ହଜାର ଟଙ୍କା । ରାଜଧାନୀ ଭୁବନେଶ୍ୱରରେ କାନ୍ଥ ବାଡ ଏବଂ ବିଦ୍ୟୁତ ଖୁଣ୍ଟରେ ଟୁ ଲେଟ୍ ବିଜ୍ଞାପନ ଲଗାଇ ଥିବାରୁ ବିଏମସି ୩ ଜଣଙ୍କ ଠାରୁ ଫାଇନ ଆଦାୟ କରିଛି । କିନ୍ତୁ ଏହି ଫାଇନ ହଜାରେ କି ଦୁଇ ହଜାରେ ନୁହେଁ ବରଂ ଜଣକା ୫୦ ହଜାର ଲେଖାଏଁ ଦେଢ ଲ ଟଙ୍କା ଫାଇନ ଆଦାୟ କରିଛ ବିଏମସି । ଏହା ସହ ଟୁ ଲେଟ୍ ଲଗାଇଥିବା ସଂସ୍ଥା ବିରୋଧରେ ବିଏମସ ଥାନାରେ ଏତଲା ମଧ୍ୟ ଦେଇଛି ି । କିଛି ଦିନ ତଳେ ଭୁବନେଶ୍ୱରରେ ଟୁ ଲେଟ୍ ଲଗାଇ ଲୋକଙ୍କୁ ଠକିବା ସହ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଏହା ପରେ ବିଏମସି ଏପରି କଡା କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *