ଲୋକସଭାରେ ୨ ଅଜ୍ଞାନ ଯୁବକଙ୍କ ଆତଙ୍କ

ଲୋକସଭାରେ ୨ ଅଜ୍ଞାନ ଯୁବକଙ୍କ ଆତଙ୍କ

ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି । ଲୋକସଭା ଦର୍ଶକ ଗ୍ୟାଲେରୀର ୁ ୨ଜଣ ଯୁବକ ସଂସଦ ଭିତରେ ଆତଙ୍କ ଖେଳାଇଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ୨ଜଣ ଯୁବକ ପଶିଆସିଥିବା ସୂଚନା ମିଳିଛି । ସେମାନେ କିଛି ଗ୍ୟାସ୍ ଭଳି ସ୍ପ୍ରେ କରିଥିବା ସହିତ ସ୍ମୋକ କ୍ୟାଣ୍ଡେଲ ଲଗାଇଥିବା ସୂଚନା ମିଳିଛି । ଦର୍ଶକ ଗ୍ୟାଲେରୀରୁ ୨ ଜଣ ଅଜ୍ଞାତ ଯୁବକ ସାଂସଦଙ୍କ ଉପରକୁ ଡେଇଁଥିଲେ ।
ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କଲେ ବାଚସ୍ପତି । ଯୁବକଙ୍କୁ କାବୁ କରି ସୁରକ୍ଷା କର୍ମୀଙ୍କୁ ଜିମା ଦେଲେ ସାଂସଦ । ତେବେ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *