୨ ଦିନିଆ ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ଗସ୍ତର ଦ୍ବିତୀୟ ଦିନରେ MKCG ମେଡିକାଲ ଗଲେ
ମେଡିକାଲର କ୍ୟାନସର ହସ୍ପିଟାଲ ବୁଲି ଦେଖିଥିଲେ
୨.୮୭ ଏକର ଜମିରେ ହେଉଛି କ୍ୟାନସର ହସ୍ପିଟାଲ
ମେଡିକାଲରେ ୫ ପ୍ରକାରର ଖେଳର ଉନ୍ନତିକରଣ ଓ ୬୦୦ ଶଯ୍ୟା ବିଶିଷ୍ଟ ଇନଡୋର ହଲ ପାଇଁ ପ୍ରତିଶ୍ରୁତି ଦେଲେ
ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ ଭିକେ ପାଣ୍ଡିଆନ ।

author

Related Articles

Leave a Reply

Your email address will not be published. Required fields are marked *