ପୁଣିଥରେ ଡରାଇଲାଣି କରୋନା

ଦେଶରେ ପୁଣିଥରେ ବ୍ୟାପୁଛି କୋରନା । ରବିବାର ସାରା ଦେଶରେ 335 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମୋଟ 1 ହଜାର 701ଟି ଆକ୍ଟିଭ କେସ ରହିଛି । କେରଳ ଓ ୟୁପିରେ ଅଧିକାଂଶ ଅ।।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନାର ନୂଆ ଉପ ପ୍ରଜାତି ଜେ-ଏନ-ୱାନ ଯୋଗୁଁ ପୁଣିଥରେ ସଂକ୍ରମଣ ଉପରମୁହାଁ ହୋଇଥିବା କୁହାଯାଉଛି । ନିକଟରେ କେରଳରେ ୪ ଜଣ ଏବଂ ୟୁପିରେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି ରିପୋର୍ଟ ରହିଛି । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *