ଗଞ୍ଜାମ ଜିଲ୍ଲାରେ ଜିଆରଏସଙ୍କୁ ଛୁରୀ ଆକ୍ରମଣ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଶଙ୍କୁରୁ ପଞ୍ଚାୟତର ଜିଆରଏସ୍ ଙ୍କୁ କଳମ୍ବ ଗାଁରେ ଛୁରିରେ ଆକ୍ରମଣ , ଜିଆରଏସ୍ ଜଣକ ହେଲେ ସୁକାନ୍ତ ପାଣିଗ୍ରାହି , ବୁଗୁଡା ମେଡିକାଲରୁ ବ୍ରହ୍ମପୁର ବଡ ମେଡିକାଲକୁ ନେଉଥିବା ବେଳେ ପୋଲସରା ନିକଟରେ ଗୁରୁତର , ପୋଲସରା ମେଡିକାଲରେ ଡାକ୍ତର ମୁତ୍ଯୁ ଘୋଷଣା କରିଛନ୍ତି , ପୋଲିସ୍ ଶବକୁ ଜବତ କରି ଛାନଭିନ୍ ଜାରି ରଖିଛି , ଆକ୍ରମଣ କାରି ଫେରାର୍ !

author

Related Articles

Leave a Reply

Your email address will not be published. Required fields are marked *