ଶୁକ୍ରବାର ବାଲିପାଟ୍ଟଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବଲିଉଡ ଅଭିନେତା ସୁନିଲ ସେଟ୍ଟୀ ଓଡିଶା ଆସିଥିଲେ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ସାମ୍ୱାଦିକ ସମ୍ମିଳନୀରେ କହଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ରାଜ୍ୟ ଓଡିଶା ଭାରତର ଅନ୍ୟତମ ପବିତ୍ର ଭୂମି । ଓଡିଶାବାସୀ ବେଶ ଧାର୍ମିକ ଓ ଏଠାରୁ ହିଁ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ଯାଇଥାଏ । ତେଣୁ ଓଡିଶା ମୋତେ ମୋ ଘର ଭଳି ଲାଗେ । ଓଡିଶାକୁ ସେ ପ୍ରଶଂସା କରି କହିଥିଲେ ଭାରତର ସୁନ୍ଦରତମ ସ୍ଥାନମାନଙ୍କ ମଧ୍ୟରେ ଏହି ରାଜ୍ୟ ରହିଛି । ଏବଂ ଓଡିଶା ପ୍ରସିଦ୍ଧ ଡାଲମା ତାଙ୍କର ପ୍ରିୟ ଖାଦ୍ୟ । ସେହିପରି ଓଡିଶାର ଛତୁ ବେସର ମଧ୍ୟ ତାଙ୍କର ପ୍ରିୟ ଖାଦ୍ୟ ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024