ବହୁ ବିବାଦ ପରେ ମୁହଁ ଖୋଲିଲେ କାମିୟା ଜାନି

ୟୁଟ୍ୟବର କାମିୟା ଜାନିଙ୍କୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରକୁ ନେଇ ବିବାଦ ପରେ ମୁହଁ ଖୋଲିଲେ କାମିୟା । କହିଛନ୍ତି କି ସେ ଜଣେ ହିନ୍ଦୁ । ସେ କେବେବି ଗୋମାଂସ ଖାଇନାହାଁନ୍ତି ଅବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା ।

ଭାରତର ସଂସ୍କତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । କିନ୍ତୁ ସେ ଗୋ-ମାଂସର ପ୍ରଚାର କରି କିପରି ଶ୍ରୀମନ୍ଦିର ଆସି ମହାପ୍ରସାଦ ସେବନ କଲେ ତାହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜ୍ୟରେ ବିରୋଧିମାନେ ବିଜେଡିକୁ ଟାର୍ଗେଟ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *