କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି। ମହୀଶୂରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି ହିଜାବ ନିଷେଧାଦେଶ ଉପରେ କୌଣସି ବାଧ୍ୟ ବାଧକତା ନାହିଁ, ମହିଳାଙ୍କ ଯାହା ଇଚ୍ଛା ତାହା ସେମାନେ ପିନ୍ଧନ୍ତୁ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଏଣିକି ହିଜାବ ଉପରେ ଆଉ ନିଷେଧାଦେଶ ନାହିଁ । ନିଜ ପସନ୍ଦର କପଡା ପିନ୍ଧିବା ସମସ୍ତଙ୍କର ନିଜସ୍ୱ ଅଧିକାର ବୋଲି କହିଛନ୍ତି ସିଦ୍ଧରମୈୟା । ୨୦୨୨ରେ ତତକାଳୀନ ବିଜେପି ସରକାର ଆଣିଥିବା ସ୍କୁଲ କଲେଜରେ ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ରାଜ୍ୟରୁ ହଟାଇ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
You can share this post!
author
Related Articles
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024
ଓଡ଼ିଶା ଫୋଟ ଏକ୍ସପୋ 2024ଉଦଘାଟିତ
- September 28, 2024
ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ
- September 28, 2024