ମନାଲି ଯାଉଥିଲେ ହୋଇଯାଆନ୍ତୁ ସାବଧାନ

ମନାଲି ଯାଉଥିଲେ ହୋଇଯାଆନ୍ତୁ ସାବଧାନ

ଆଉ କେଇଟା ଦିନ ଗଲେ ଡିସେମ୍ୱର ମାସ ଶେଷ ହୋଇଯାଇ ନୂଆ ବର୍ଷ ଆରମ୍ଭ ହୋଇଯିବ । ତେବେ ନୂଆ ବର୍ଷକୁ ସେଲିବ୍ରେସନ କରିବା ପାଇଁ ଲୋକମାନେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ତେବେ ଯଦି ନୂଆବର୍ଷରେ ଯଦି ଆପଣ ମନାଲି ଯାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ତୁଷାରପାତ ଯୋଗୁ ହିମାଚଳ ପ୍ରଦେଶରେ ଟ୍ରାଫିକରେ ହଜାର ହଜାର ସଂଖ୍ୟକ ଗାଡି ଫସିରହିଛି । ଅଟଳ ଟନେଲରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ୨୪ ଘଂଟାରେ ୨୮ ହଜାର ଗାଡି ଟନେଲ ଅତିକ୍ରମ କରିଛି । ମନାଲି ଏବଂ ଅଟଲ ଟନେଲ ମଧ୍ୟରେ ଥିବା ଶୋଲାଙ୍ଗ, ଢୁଙ୍ଗୀ, ଶିଶୁ, ସ୍ପିତି ଆଦି ଅଂଚଳରେ ପ୍ରବଳ ଟ୍ରାଫିକ୍ ଜାମ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *