ନିର୍ବାଚନୀ ବର୍ଷରେ ବଢ଼ିଲା ରାଜ୍ୟ ମୁଖ୍ୟଶାସନ ସଚିବଙ୍କ କାର୍ୟ୍ୟକାଳ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ୟ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର। ୨୦୨୪ ଜୁନ୍ ୩୦ ପର୍ୟ୍ୟନ୍ତ ପ୍ରଦୀପଙ୍କ କାର୍ୟ୍ୟକାଳ ବଢ଼ାଯାଇଛି । ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ୟ୍ୟକାଳ ସରିବାର ଥିଲା। ପ୍ରଦୀପ ଜେନାଙ୍କ ବଦଳରେ ସରକାର କାହା ନାଁ ଘୋଷଣା କରି ନ ଥିବାରୁ କଳ୍ପନାଜଳ୍ପନା ଲାଗି ରହିଥିଲା। ଏବେ ଏହା ଉପରୁ ସସପେନ୍ସ ହଟାଇ ସରକାର ପ୍ରଦୀପଙ୍କ କାର୍ୟ୍ୟକାଳ ଆଉ ୬ ମାସ ବଢାଇ ଦେଇଛନ୍ତି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024