24ରେ ହେବ ଆରପାର ଲଢେଇ !

24ରେ ହେବ ଆରପାର ଲଢେଇ !

24ପାଇଁ ସଜବାଜ ହେଲେଣି ରାଜନୈତିକ ଦଳ । ନିଜ ନିଜ ଦଳକୁ ସୃଦୁଢ କରି ନିର୍ବାଚନ ଜିତିବା ଲକ୍ଷ୍ୟରେ ତିନି ପ୍ରମୁଖ ଦଳ । ବିଜେପି କହିଛି, ୨୦୨୪ରେ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଶାସକ ଦଳ । ତେବେ କେଉଁ ଦଳ ପାଇଁ କ’ଣ ଚ୍ୟାଲେଞ୍ଜ ଓ କ’ଣ ରଣନୀତି ରହିବ, ସେ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବୁଥ ସ୍ତରରେ ସଂଗଠନ ଏବଂ ୧ କୋଟି ଘର ସହ ପ୍ରତ୍ୟକ୍ଷ ସମ୍ପର୍କ ମାଧ୍ୟମରେ ସମସ୍ତ ଚ୍ୟାଲେଞ୍ଜକଚୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି ଦଳ । ଏହି କ୍ରମରେ ଜାନୁଆରୀ ୫ରୁ ବିଜେପି ଆନ୍ଦୋଳନ ଆରମ୍ଭ କରିବ ।

author

Related Articles

Leave a Reply

Your email address will not be published. Required fields are marked *