ମୋକିମଙ୍କ ଉପରୁ ହଟିବ ନିଲମ୍ୱନ !

ମୋକିମଙ୍କ ଉପରୁ ହଟିବ ନିଲମ୍ୱନ !

24 ପାଇଁ କଂଗ୍ରେସର ରଣନୀତି । ନୂଆ ପ୍ରଭାରୀଙ୍କ ସ୍ୱାଗତ ପାଇଁ କଂଗ୍ରେସ ସଜବାଜ ହେଉଥିବା ବେଳେ ଆଗକୁ ନିର୍ବାଚନ ଥିବାରୁ ଏକଜୁଟ ହୋଇ ଲଢ଼ିବୁ ବୋଲି କହିଛନ୍ତି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା । କଂଗ୍ରେସର ନିଲମ୍ବିତ ନେତାଙ୍କ ଉପରୁ ଖୁବ୍ ଶୀଘ୍ର ନିଲମ୍ବନ ହଟିବ । ଏନେଇ ସୂଚନା ଦେଇଛନ୍ତି ସନ୍ତୋଷ ସିଂ ସାଲୁଜା । ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ ଶ୍ରୀକାନ୍ତ ଜେନାଙ୍କ ଉପରୁ ଅତିଶୀଘ୍ର ହଟିବ ନିଲମ୍ବନ । ନୂଆ ପ୍ରଭାରୀ ଆସିଲା ପରେ ପର୍ଯ୍ୟାୟକ୍ରମେ ବୈଠକ ବସିବ ଏବଂ ୨୦୨୪ପାଇଁ ଏକାଠି ହୋଇ ରଣନୀତି ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ।

author

Related Articles

Leave a Reply

Your email address will not be published. Required fields are marked *