ବେଲପଡା ରେ ଦେଖିବାକୁ ମିଳିଛି ଏକ ଅଲୌକିକ ଦୃଶ୍ୟ

ବେଲପଡା ରେ ଦେଖିବାକୁ ମିଳିଛି ଏକ ଅଲୌକିକ ଦୃଶ୍ୟ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ପଂଚାୟତର ବେଲପଡା ରେ ଘଟିଛି ଏକ ଅଲୌକିକ ଘଟଣା । ଏହା ଗ୍ରାମର ନୁଆଁ ସାହି ନିକଟରେ ଥିବା ଏକ ବିରାଟ ଲିମ୍ବ ଗଛରୁ ଅହରହ କ୍ଷୀର ଧାର ବହିବାକୁ ଲାଗିଛି। ଏହା କୌଣସି ଏକ ଅଲୌକିକ ଘଟଣା ବୋଲି ଗ୍ରାମବାସୀ କହୁଛନ୍ତି । ବର୍ତମାନ ଆଖପାଖ ଅଂଚଳରୁ ସହ ସହ ସଂଖ୍ୟାରେ ଭକ୍ତ ଆସି ପୁଷ୍ପ ଦୀପ ଦେବାସହ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।ଭକ୍ତ ମାନେ ଦର୍ଶନ କରିବା ପରେ ଭାବ ବିହ୍ଵଳ ହୋଇ ଫେରୁଥିବା ଦେଖାଯାଇଛି ! ପ୍ରକାଶ ଥାଉ କି ଏହି ସ୍ଥାନଟି ରାଧାକୃଷ୍ଣ ମନ୍ଦିରର ହୋଇଥିବାରୁ ଏମିତି ଅଲୌକିକ ଘଟଣା ଦେଖିବାକୁ ମିଳୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି

author

Related Articles

Leave a Reply

Your email address will not be published. Required fields are marked *