ଆଜିଠୁ ମାଲକାନଗିରିକୁ ଉଡ଼ିବ ବିମାନ

ଆଜିଠୁ ମାଲକାନଗିରିକୁ ଉଡ଼ିବ ବିମାନ

ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ଠଞ-୧୦୦ ଏୟାର କ୍ରାପ୍ଟରେ ବାହାରି ଦିନ ୧୧ଟା ୪୫ରେ ମାଲକାନଗିରି ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ଏହା ପରେ ଦିନ ୧୧ଟା ୫୦ରେ ଟର୍ମିନାଲ ବିଲଡିଂରେ ପହଞ୍ଚି ବିମାନ ବନ୍ଦରର ଉଦଘାଟନ କରିବେ । ବିମାନ ବନ୍ଦର ଉଦଘାଟନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି।

author

Related Articles

Leave a Reply

Your email address will not be published. Required fields are marked *