କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବଡ ବୟାନ

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବଡ ବୟାନ

24 ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଲା । କିଏ କେଉଁଠୁ ଲଢିବ ସେ ନେଇ ସସପେନ୍ସ ବଢି ବଢି ଚାଲିଛି । କଂଗ୍ରେସ ବିଧାୟକ ତାରା ବାହିନୀପତି ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି ନିର୍ବାଚନ ପାଇଁ କଂଗ୍ରେସର 60ରୁ 70 ଟିକେଟ ଫାଇନାଲ ହୋଇସାରିଛି । 9ଜଣ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ ହୋଇଛି । ଏବଂ ଫେବ୍ରୃଆରୀରେ କଂଗ୍ରେସ ଦେବ ଆଗୁଆ ଟିକେଟ । ଭାରତ ଯୋଡ ନ୍ୟାୟ ଯାତ୍ରାରେ କଂଗ୍ରେସର ହେଭିୱେଟ ଚେହେରା ଓଡିଶା ଆସିବେ । ଏହାସହ ନିର୍ବାଚନ ପୂର୍ବରୁ ଅନେକ ବଡ ଚେହେରା କଂଗ୍ରେସର ହାତ ଧରିବେ । ଏନେଇ ଅନେକ ନେତା ଯୋଗାଯୋଗରେ ଥିବା କହିଛନ୍ତି ତାରା ।

author

Related Articles

Leave a Reply

Your email address will not be published. Required fields are marked *