ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି କରନାହିଁ କହିଲେ ଧର୍ମେନ୍ଦ୍ର

ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି କରନାହିଁ କହିଲେ ଧର୍ମେନ୍ଦ୍ର

ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପାଇଁ ଅକ୍ଷତ ଓ ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ବୁଲୁଛି । ଗାଁ ଗାଁରୁ ଗୁଆ ଅରୁଆ ଚାଉଳ ସଂଗ୍ରହ କରାଯାଉଛି । ଏହି ଅର୍ପଣ କାର୍ଯ୍ୟକ୍ରମକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଆଉ ଏତିକି ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ କାର୍ଯ୍ୟକ୍ରମକୁ ନେଇ ରାଜନୀତି ନ ହେଉ ଯିଏ ପ୍ରଭୁ ରାମ ସିଏ ହିଁ ଜଗନ୍ନାଥ  କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେଣୁ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ । ଯିଏ ରାମ ସିଏ ବି ପ୍ରଭୁ ଜଗନ୍ନାଥ, ତେଣୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହେଉଥିବା ଅର୍ପଣ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିବା ଅନୁଚିତ୍ ।

author

Related Articles

Leave a Reply

Your email address will not be published. Required fields are marked *